ଭୁବନେଶ୍ୱର, ରାଜା ରାମମୋହନ ରାୟଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ସାମାଜିକ, ଶିକ୍ଷାଗତ ତଥା ଧାର୍ମିକ ସଂସ୍କାରକ ରାଜା ରାମ ମୋହନ ରୟଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ମହିଳା ମୁକ୍ତି, ଶିକ୍ଷାଗତ ସଂସ୍କାର, ମୁକ୍ତ ବକ୍ତବ୍ୟ ଏବଂ ସାମାଜିକ ତଥା ଅନ୍ଧ ବିଶ୍ୱାସ ବିରୁଦ୍ଧରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ।
Related Stories
November 24, 2024
November 24, 2024