ଭୁବନେଶ୍ୱର/ଯାଜପୁର, ଦୁଇ ନାବଳିକାଙ୍କ ସଲିଳ ସମାଧି । ଗାଁ ପୋଖରୀରେ ବୁଡି ୨ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁରେ ଘଟିଛି ଅଘଟଣ । ମୃତ ନାବାଳିକା ହେଲେ ମୋହିନୀ କୁମାରୀ ମଲ୍ଲିକ ଓ ସ୍ୱର୍ଣ୍ଣପ୍ରଭା ମଲ୍ଲିକ ।