ଭୁବନେଶ୍ୱର/ଦଶପଲ୍ଲା, ଗ୍ରାମବାସୀଙ୍କ ଭୋଟ ବର୍ଜନ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଖଇରାପଙ୍କାଳସାହି ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ୨୦୨୧ ମସିହାଠାରୁ ଉଠାଇଦେବା ପ୍ରତିବାଦରେ ୪୮୦ ଜଣ ମତଦାତା ସଂଗଠିତ ହୋଇ ଭୋଟ ବର୍ଜନ କରିଛନ୍ତି । ଶତାଧିକ ମହିଳା ଓ ପୁରୁଷ ବୁଥ ନମ୍ବର ୧୦୮ ସମ୍ମୁଖରେ ପ୍ରତିବାଦ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସେମାନଙ୍କ ସହିତ ଆଲୋଚ଼ନା କରିବାକୁ ଆସିନାହାନ୍ତି । ମୁଖ୍ୟମନ୍ତ୍ରୀ, ନୟାଗଡ଼ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହି ସମସ୍ୟା ସପକ୍ଷରେ ଦୃଷ୍ଟି ଦେଉନାହାନ୍ତି ।
Related Stories
November 22, 2024