ଭୁବନେଶ୍ୱର, ବଣାଇର ବିଭିନ୍ନ ମନ୍ଦିରରେ ପୂଜା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାବା ବନେଶ୍ୱର ମନ୍ଦିର ଓ ଶନି ମନ୍ଦିରରେ ସେ ପୂଜାର୍ଚ୍ଚନା କରିବା ପରେ ବଣାଇ ବସଷ୍ଟାଣ୍ଡ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ରାଜା ସାହେବଙ୍କ ଘରକୁ ଯାଇଥିଲେ ।