ଗଞାମ, ଗରିବ ଲୋକଙ୍କ କଷ୍ଟ ଲବ୍ଧ ତଥା ଚିଟଫଣ୍ଡ ଟଂକା ଫେରସ୍ତ କରିବା ପାଇଁ ବିଜେଡି ଘୋଷଣା ନକଲେ ଚିଟଫଣ୍ଡ ଜମାକାରୀମାନେ ଭୋଟ ନଦେବାକୁ ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି । ନିର୍ବାଚନ ପରେ ଏହି ଅର୍ଥ ପ୍ରଦାନ କରିବା ପାଇଁ ବିଜେଡି ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ କ୍ଷତିଗ୍ରସ୍ତ ଜମାକାରୀକଂ ପକ୍ଷରୁ ଦାବି କରାଯାଇଛି । ନଚେତ୍ ବିଜେଡିକୁ ଭୋଟନାହିଁ ବୋଲି ଜମାକାରୀମାନେ ମତବ୍ଯକ୍ତ କରିଛନ୍ତି ।
Related Stories
November 22, 2024