ଭୁବନେଶ୍ୱର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ୍ ଆଜି ପୂର୍ବାହ୍ନ ୧୦.୩୦ରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁରଠାରେ, ପୂର୍ବାହ୍ନ ୧୧.୩୦ରେ ଦଶପଲ୍ଲାଠାରେ ଏବଂ ମଧ୍ୟାହ୍ନ ୧୨.୪୫ରେ ଜି.ଉଦୟଗିରିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
Related Stories
December 21, 2024