ଡେରାଡୁନ,ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଚାରିଧାମ ଯାତ୍ରାର ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମୀ ସାରା ଦେଶରେ ଥିବା ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରି ଚାରିଧାମ ଯାତ୍ରାର କମାଣ ନିଜେ ସମ୍ଭାଳିଛନ୍ତି । ଖୁବ ଶୀଘ୍ର ଏହାର ରେଜଲ୍ଟ ଦେଖିବାକୁ ମିଳିବ । ତୀର୍ଥଯାତ୍ରୀଙ୍କୁ ସୁଗମ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଦର୍ଶନ କରାଇବା ସରକାରଙ୍କ ଦାୟିତ୍ୱ ବୋଲି ଧାମୀ କହିଛନ୍ତି ।
Related Stories
November 23, 2024