
ଭୁବନେଶ୍ୱର, ସଂସାଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଆଶ୍ୱସ୍ତି। ଅନୁଭବଙ୍କ ବିରୋଧରେ ଜାରି ହୋଇଥିବା ଏନବିଡବ୍ଲୁ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି। ଜେଏମଏଫସି ଏମପିଏମଏଲଏ କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିଲା ଏନବିଡବ୍ଲୁ । ବର୍ଷାଙ୍କ ଅଭିଯୋଗ ମାମଲାରେ ବାରମ୍ବାର ସମୟ ନେବାରୁ ଜାରି ହୋଇଥିଲା ଏନବିଡବ୍ଲୁ ।