ନୂଆଦିଲ୍ଲୀ, ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ସିଦ୍ଧିପେଟର ଚିନ୍ତାମଡକାରେ ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ ଦେଇଛନ୍ତି । ସେ କହିଛନ୍ତି ଦେଶରେ ଏବେ ଗୋଟିଏ ଦଳ ଭଳି କିଛି ନାହିଁ, ଆଂଚଳିକ ଦଳ ଭାରତରେ କ୍ଷମତାକୁ ଆସିବ । ମତଦାନ ପରେ ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ମତଦାନ ପ୍ରତିଶତ ଅତିକମରେ 65-70 ପ୍ରତିଶତ ହେବା ଉଚିତ ।