ଭୁବନେଶ୍ୱର, ସମ୍ବଲପୁରରେ କୁଲତା ସମାଜର ବନ୍ଧୁମାନଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ଠାରେ କୁଲତା ସମାଜ ଓ ଚଷା ସମାଜର ବନ୍ଧୁ ମାନଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ବିଜେପିର ସଂକଳ୍ପ ପତ୍ର ଉପରେ ଆଲୋକପାତ କଲି । ରାଜ୍ୟରେ ମୋଦୀଙ୍କ ସରକାର କରିବା ପାଇଁ ଆଶୀର୍ବାଦ ଦେବା ପାଇଁ ନିବେଦନ କଲି । ଗରିବ, ପଛୁଆ ଓ ବଞ୍ଚିତ ବର୍ଗଙ୍କ ସଶକ୍ତ ଏବଂ ସମୃଦ୍ଧ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।
Related Stories
November 22, 2024