ଗଂଜାମ, ଓଡିଶାରେ ତୁରନ୍ତ କେଂଦ୍ର ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ବୁଦ୍ଧିଜୀବୀ ଓ ଜନସାଧାରଣରେ ମତପ୍ରକାଶ ପାଉଛି । ବିଏସକେୱାଇ କାର୍ଯ୍ୟକ୍ରମ ସମସ୍ତ ଜନସାଧାରଣଙ୍କ ପାଇଁ ଲାଗୁ ହେଉନାହିଁ। ବିଜେଡିର ସମର୍ଥକ ଓ ସଦସ୍ୟ ମାନଙ୍କୁ ଗରିବ ଦର୍ଶାଇ ଖାଉଟି କାର୍ଡ ସହ ସେମାନଙ୍କୁ ବିଏସ୍ କେୱାଇ କାର୍ଡଯୋଗାଇବା ବ୍ଯବସ୍ଥା ହୋଇଛି । ଫଳରେ ପ୍ରକୃତ ଅଭାବୀ ବର୍ଗର ଜନସାଧାରଣ ଏହାର ସୁଯୋଗ ପାଇପାରୁନାହାନ୍ତି। ଏଣୁ ତୁରନ୍ତ ଓଡିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 22, 2024