ଭୁବନେଶ୍ୱର, ରାୟଗଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ତଥା କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟିର ଆଡହକ ସଭାପତି ଭାବେ ଶଙ୍କର ଜିଲାକାରା ଓ ଆଡହକ ଉପସଭାପତି ଭାବେ ଶଙ୍କର୍ଷଣ ମଙ୍ଗରାଜଙ୍କୁ ନିଯୁକ୍ତି ଦେଇଛନ୍ତି । ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
Related Stories
November 24, 2024
November 24, 2024