
ଭୁବନେଶ୍ୱର/ମାଲକାନଗିରି, ମାଲକାନଗିରି ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମାଲକାନଗିରି ଏଆରଷ୍ଟ୍ରିପରେ ଅବତରଣ ପରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ପରେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ଓ ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀଙ୍କ ସହ ମାଲକାନଗିରି ସଦରରେ ବିଶାଳ ରୋଡ଼ ସୋରେ ସାମିଲ ହେବେ କେନ୍ଦ୍ର ମନ୍ତ୍ରୀ ।