ନୂଆଦିଲ୍ଲୀ, ଭାରତୀୟ ଜନତା ପାର୍ଟି (ଭାଜପା)ର ବିସ୍ତାର ମୁଖ୍ୟାଳୟରେ ଶନିବାର ଦେଢ଼ ହଜାରରୁ ଉର୍ଦ୍ଧ୍ଵ ଶିଖ୍ ସମ୍ପ୍ରଦାୟର ଲୋକ ପାର୍ଟିରେ ସାମିଲ୍ ହୋଇଛନ୍ତି । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ମହାସଚିବ ତରୁଣ ଚୁଘଙ୍କ ଉପସ୍ଥିତିରେ ସମସ୍ତେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।