ଭୁବନେଶ୍ୱର, ଧାମନଗର ନିର୍ବାଚନ ମଣ୍ଡଳୀର ୨ ଜଣଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛି ବିଜେଡି । ସେମାନେ ହେଲେ ରଘୁନାଥ ଲେଙ୍କା ଓ ହରେକୃଷ୍ଣ ପାଢୀ ।