ଭୁବନେଶ୍ୱର, ରାଜ୍ୟରେ ବନାଗ୍ନି ନିୟନ୍ତ୍ରଣ ଲାଗି ପଦକ୍ଷେପ ନେଇଛି ବନ ବିଭାଗ । ବନାଗ୍ନି ଦେଖାଦେଉଥିବା ୭ଟି ଡିଭିଜନରେ ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି । ବାଲିଗୁଡ଼ା, ଫୁଲବାଣୀ, ବଣେଇ ସମେତ ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ବନଖଣ୍ଡରେ ଓଡ୍ରାଫ୍ ଟିମ୍ ନିୟୋଜିତ ହେବେ ।
Related Stories
November 22, 2024