Skip to content
    
        
        
        
        
                
            
        
            
                
                    
                        
                                    
        
                                    
                                                            
                            
                            
    
        
            
କନ୍ଧମାଳ – ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁ Â ାନ ବନଜ୍ୟୋସ୍ନ ô ା ସାହିତ୍ୟ ସଂସଦ ତରଫରୁ ଆଗାମୀ ଫେବୃୟାରୀ ୧୨ ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କରୋନେସନ୍ ପଡିଆରେ ଅନୁ Â ିତ ହେବାକୁଥିବା ଏକାଦଶ କନ୍ଧମାଳ ପୁସ୍ତକ ଉସ ô ବ ଓ ସାଂସ୍କୃତିକ ମେଳା ନିମନ୍ତେ, ପରିଚାଳନା କମିଟି ପ୍ର. ତୀର୍ଥ ଜାନୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି. ଏହି ବୈଠକରେ ଜିଲ୍ଲାର ବହୁ ସାହିତ୍ୟ ଓ ସଂସ୍କୃତି ପ୍ରେମି ବ୍ୟକ୍ତି ଯୋଗ ଦେଇଥିଲେ. ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ. ଶିକ୍ଷା, ସଙ୍ଗୀତ, ସାହିତ୍ୟ, ଲୋକନୃତ୍ୟ, ସ୍ୱେଚ୍ଛାସେବୀ, ସମାଜସେବୀ, କ୍ରୀଡା, ଜିଲ୍ଲା ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ତଥା ଶିଶୁ ପ୍ରତିଭା ମାନେ ଆବେଦନ କରିବା ପାଇଁ ଅଧ୍ୟକ୍ଷ ଅନୁରୋଧ କରିଛନ୍ତି. ଚଳିତ ବର୍ଷ ଏହି ଉସ ô ବରେ ଶତାଧିକ ଷ୍ଟଲ, ଶିଶୁ କ୍ରୀଡା ସାମଗ୍ରୀର ବ୍ୟବସ୍ଥା କରାଯିବା ସହ ସଂଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ. ପୁସ୍ତକ ଉସ ô ବ ପାଇଁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସର୍ବ ସାଧାରଣ ସ୍ତରରେ ଲିଖିିତ ଓ ମଞ୍ଚ ପ୍ରତି ଯୋଗିତା କରାଯିବ. ମଞ୍ଚରେ ଶିଶୁ କିଶୋର ମାନଙ୍କ ପାଇଁ ଲିଟିଲି କୁଇନ୍ ଓ ଲିଟିଲ୍ ମାଷ୍ଟର, ସଙ୍ଗୀତ, ପଦ୍ୟାନ୍ତ, ଚିତ୍ର କଳା ଓ କୁଇଜ୍ ପ୍ରତିଯୋଗିତା ରହିଛି. ଆଗ୍ରହି ପୁସ୍ତକ ଓ ବାଣିଜି୍ୟକ ବିପଣୀ ବିକ୍ରେତା ଷ୍ଟଲ ସଂରକ୍ଷଣ ପାଇଁ ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ପୁସ୍ତକ ଉସ ô ବ କମିଟି ଅନୁରୋଧ କରାଯାଇଛି କରାଯାଇଛି. ପ୍ରତିଦିନ ସଂଧ୍ୟାରେ ବହୁ ପ୍ରତି Â ିତ ଲେଖକ, ସାହିତି୍ୟକ ଓ କବି ବିଭିନ୍ନ ଆଲୋଚନା ରେ ଅଂଶ ଗ୍ରହଣ କରିବେ. ତା.୧୬.୦୨.୨୦ ତାରିଖରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ଲେଖକ ସମାବେଶ ଅନୁ Â ିତ ହେବ. ଅନୁ Â ାନ ତରଫରୁ ବନଜ୍ୟୋସ୍ନ ô ା ସ୍ୱତନ୍ତ୍ର ସଂଖ୍ୟା ଓ ଉଦୟ ଭାନୁ ଶିଶୁ କିଶୋର ପତ୍ରିକା ସହ ବହୁ ନୂତନ ପୁସ୍ତକ ପ୍ରକାଶ ପାଇବ. ପୁସ୍ତକ ଉସ ô ବ ଅବସରରେ ପ୍ରଥମ ଥର ପାଇଁ ବରଗଡର କଂସ ଦରବାର, ଗଞ୍ଜାମର ରାମଲୀଳା ଓ ଝାରସୁଗୁଡା ମେଲୋଡି ପରିବେଷଣ ପାଇଁ ସ୍ଥିର ହୋଇଛି. Ô ô ବ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ କୈାଶିକ ସାହୁ, ସମ୍ପାଦକ ଭାବେ ଡକ୍ଟର କାହ୍ନୁ ଚରଣ ଶତପଥୀଙ୍କୁ ଚୟନ କରାଯାଇଥିବାବେଳେ ଉସ ô ବ କମିଟି କର୍ମକର୍ତ୍ତା ଭାବେ-ଡକ୍ଟର ପୂର୍ଣେନ୍ଦୁ ତ୍ରିପାଠୀ, ଶରତଚନ୍ଦ୍ର ମହାନ୍ତି, ପ୍ରଶାନ୍ତକୁମାର ବେହେରା, ପ୍ରଣୟ ସାମନ୍ତରାୟ, ଗୋପାଳକୃଷ୍ଣ ପଟ୍ଟନାୟକ, ଓମ୍ପ୍ରକାଶ ପଣ୍ଡା ଓ କଳ୍ପନା ରାଣୀ ପତ୍ର ଙ୍କୁ ରଖା ଯାଇଛି. ଆର୍ଥିକ ଓ ଷ୍ଟଲ୍ କମିଟି ଦାୟିତ୍ୱରେ- ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚାରୀ, ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସୁଜିତ୍ କୁମାର ବେହେରା, ଓ କୃପାସିନ୍ଧୁ ସାମଲ. ମଞ୍ଚ ପରିଚାଳନା ଓ ସାଂସ୍କୃତିକ କମିଟି- ଶ୍ରୀମତୀ ପ୍ରଣତି ତ୍ରୀପାଠୀ, ଗୀତାଞ୍ଜଳୀ ପଟ୍ଟନାୟକ, ଏନ୍. ଲୀନା ଚାନ୍ଦ୍, ସରସ୍ୱତୀ ସାହୁ, ଶିବାନୀ ଶୁଆର, ରୂପମ୍ବିକା ତ୍ରିପାଠୀ, ବୈଜୟନ୍ତୀ ମାଳା ମହାପାତ୍ର ଓ ରଞ୍ଜନ କୁମାର ଗିରୀ ଙ୍କୁ ପ୍ରଦାନ କରାଗଲା. ପୁସ୍ତକ ଉସ ô ବ ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ. ଚଳିତ ଥର ରାଜ୍ୟର ସମସ୍ତ କବି କବୟତ୍ରୀ କଂସ ମହାରଜଙ୍କ ନିଦେ୍ର୍ଧଶ ପ୍ରକାରେ କବିତା ପାଠ କରିବେ ଏବଂ ବିଭିନ୍ନ ସାହିତ୍ୟ ସଂସଦର କବି ମାନେ ସମ୍ବର୍ଦ୍ଧିତ ହେବେ. ଓମ୍ପ୍ରକାଶ ପଣ୍ଡା ଓ କଳ୍ପନା ରାଣୀ ପତ୍ର ଙ୍କୁ ରଖା ଯାଇଛି. ଆର୍ଥିକ ଓ ଷ୍ଟଲ୍ କମିଟି ଦାୟିତ୍ୱରେ- ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚାରୀ, ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସୁଜିତ୍ କୁମାର ବେହେରା, ଓ କୃପାସିନ୍ଧୁ ସାମଲ. ମଞ୍ଚ ପରିଚାଳନା ଓ ସାଂସ୍କୃତିକ କମିଟି- ଶ୍ରୀମତୀ ପ୍ରଣତି ତ୍ରୀପାଠୀ, ଗୀତାଞ୍ଜଳୀ ପଟ୍ଟନାୟକ, ଏନ୍. ଲୀନା ଚାନ୍ଦ୍, ସରସ୍ୱତୀ ସାହୁ, ଶିବାନୀ ଶୁଆର, ରୂପମ୍ବିକା ତ୍ରିପାଠୀ, ବୈଜୟନ୍ତୀ ମାଳା ମହାପାତ୍ର ଓ ରଞ୍ଜନ କୁମାର ଗିରୀ ଙ୍କୁ ପ୍ରଦାନ କରାଗଲା. ପୁସ୍ତକ ଉସ ô ବ ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ. ଚଳିତ ଥର ରାଜ୍ୟର ସମସ୍ତ କବି କବୟତ୍ରୀ କଂସ ମହାରଜଙ୍କ ନିଦେ୍ର୍ଧଶ ପ୍ରକାରେ କବିତା ପାଠ କରିବେ ଏବଂ ବିଭିନ୍ନ ସାହିତ୍ୟ ସଂସଦର କବି ମାନେ ସମ୍ବର୍ଦ୍ଧିତ ହେବେ. ଓମ୍ପ୍ରକାଶ ପଣ୍ଡା ଓ କଳ୍ପନା ରାଣୀ ପତ୍ର ଙ୍କୁ ରଖା ଯାଇଛି. ଆର୍ଥିକ ଓ ଷ୍ଟଲ୍ କମିଟି ଦାୟିତ୍ୱରେ- ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚାରୀ, ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସୁଜିତ୍ କୁମାର ବେହେରା, ଓ କୃପାସିନ୍ଧୁ ସାମଲ. ମଞ୍ଚ ପରିଚାଳନା ଓ ସାଂସ୍କୃତିକ କମିଟି- ଶ୍ରୀମତୀ ପ୍ରଣତି ତ୍ରୀପାଠୀ, ଗୀତାଞ୍ଜଳୀ ପଟ୍ଟନାୟକ, ଏନ୍. ଲୀନା ଚାନ୍ଦ୍, ସରସ୍ୱତୀ ସାହୁ, ଶିବାନୀ ଶୁଆର, ରୂପମ୍ବିକା ତ୍ରିପାଠୀ, ବୈଜୟନ୍ତୀ ମାଳା ମହାପାତ୍ର ଓ ରଞ୍ଜନ କୁମାର ଗିରୀ ଙ୍କୁ ପ୍ରଦାନ କରାଗଲା. ପୁସ୍ତକ ଉସ ô ବ ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ. ଚଳିତ ଥର ରାଜ୍ୟର ସମସ୍ତ କବି କବୟତ୍ରୀ କଂସ ମହାରଜଙ୍କ ନିଦେ୍ର୍ଧଶ ପ୍ରକାରେ କବିତା ପାଠ କରିବେ ଏବଂ ବିଭିନ୍ନ ସାହିତ୍ୟ ସଂସଦର କବି ମାନେ ସମ୍ବର୍ଦ୍ଧିତ ହେବେ. ଶିବାନୀ ଶୁଆର, ରୂପମ୍ବିକା ତ୍ରିପାଠୀ, ବୈଜୟନ୍ତୀ ମାଳା ମହାପାତ୍ର ଓ ରଞ୍ଜନ କୁମାର ଗିରୀ ଙ୍କୁ ପ୍ରଦାନ କରାଗଲା. ପୁସ୍ତକ ଉସ ô ବ ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ. ଚଳିତ ଥର ରାଜ୍ୟର ସମସ୍ତ କବି କବୟତ୍ରୀ କଂସ ମହାରଜଙ୍କ ନିଦେ୍ର୍ଧଶ ପ୍ରକାରେ କବିତା ପାଠ କରିବେ ଏବଂ ବିଭିନ୍ନ ସାହିତ୍ୟ ସଂସଦର କବି ମାନେ ସମ୍ବର୍ଦ୍ଧିତ ହେବେ. ଶିବାନୀ ଶୁଆର, ରୂପମ୍ବିକା ତ୍ରିପାଠୀ, ବୈଜୟନ୍ତୀ ମାଳା ମହାପାତ୍ର ଓ ରଞ୍ଜନ କୁମାର ଗିରୀ ଙ୍କୁ ପ୍ରଦାନ କରାଗଲା. ପୁସ୍ତକ ଉସ ô ବ ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ. ଚଳିତ ଥର ରାଜ୍ୟର ସମସ୍ତ କବି କବୟତ୍ରୀ କଂସ ମହାରଜଙ୍କ ନିଦେ୍ର୍ଧଶ ପ୍ରକାରେ କବିତା ପାଠ କରିବେ ଏବଂ ବିଭିନ୍ନ ସାହିତ୍ୟ ସଂସଦର କବି ମାନେ ସମ୍ବର୍ଦ୍ଧିତ ହେବେ.    
                            
                        
	                     
     
                         
                        
                        
                    
                
            
         
        
     
 
        
        
 
                
                
                
                Enjoy this blog? Please spread the word :)