ଭୁବନେଶ୍ୱର– ସାରା ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମ ଲହରୀ । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ । ଏହି କ୍ରମରେ ଶନିବାର ଦିନ ୨ଟା ୩୦ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩.୫ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୪୩.୨, ସମ୍ବଲପୁରରେ ୪୨.୭ , ରାଉରକେଲାରେ ୪୨.୬ , ହୀରାକୁଦରେ ୪୨.୬ , ଚାନ୍ଦବାଲିରେ ୪୧.୪ , ଭୁବନେଶ୍ୱରରେ ୪୦.୫ , ବାଲେଶ୍ୱରରେ ୪୦.୨ , ପୁରୀରେ ୩୪.୬ , ପାରାଦ୍ୱୀପରେ ୩୩.୨ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Related Stories
November 22, 2024