ଗଞ୍ଜାମ, ଲାଂଚ ମାମଲାରେ ଜେଲ୍ ଦଣ୍ଡ ପାଇବା ପରେ ଚାକିରୀରୁ ବିଦା ହୋଇଛନ୍ତି ଗଞ୍ଜାମ- କୋରାପୁଟ ବନ୍ଦୋବସ୍ତ କାର୍ଯ୍ୟାଳୟର ଜେଆରଏ ପ୍ରଦୀପ ସାହୁ । ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ରେ ଲାଂଚ ନେବା ମାମଲାରେ ପ୍ରଦୀପଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।