ବୌଦ୍ଧ, ବୌଦ୍ଧ ଜିଲ୍ଲା କଂଟାମାଳରେ ନାମଯଜ୍ଞ ବେଳେ ଗୁଳିକାଣ୍ଡ ଘଟଣାରେ ଧରାପଡିଥିବା ଦୁର୍ବୃତ ଜଣକ ଦୁଇ ଲକ୍ଷ ଟଙ୍କା ସୁପାରି ନେଇ ଗୁଳି ମାଡ କରିଥିବା ପୋଲିସ ସୂଚନା ଦେଇଛି । ଅନ୍ୟପକ୍ଷରେ ସୁପାରୀ ଦେଇଥିବା ବ୍ୟକ୍ତିକୁ ମଧ୍ୟ ପୋଲିସ ଗିରଫ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି ।
Related Stories
November 21, 2024
November 21, 2024