ଭୁବନେଶ୍ୱର, ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହେବ।ଏଥିରେ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଭକ୍ତ ଚରଣ ଦାଶ,ଉପାଧ୍ୟକ୍ଷ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ।