ଭୁବନେଶ୍ୱର, ବୈଶାଖୀର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ବୈଶାଖୀର ଅତ୍ୟନ୍ତ ଶୁଭକାମନା । ନୂଆ ଆଶା ଓ ନୂଆ ଉର୍ଜାର ଏହି ଉତ୍ସବ ସମସ୍ତଙ୍କୁ ଆରୋଗ୍ୟ, ଆନନ୍ଦ ଓ ସମୃଦ୍ଧି ଆଣିଦେଉ ।