ଭୁବନେଶ୍ୱର, ଆଗାମୀ 15 ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟର ଟିକେଟ ଘୋଷଣା କରାଯାଇ ପାରେ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ସେ ଆଜି ଦିଲ୍ଲୀ ଯାଇଛନ୍ତି । ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ଟିକେଟ ଚୂଡ଼ାନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।