ଭୁବନେଶ୍ୱର– ୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ପ୍ରତିକ୍ରିୟା ଦେଇଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ଦଳ ବଦଳ କାରଣରୁ ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । ବିଜେଡି ମୁଖ୍ୟ ସଚେତକ ଦଳ ବଦଳ ନେଇ ଅଭିଯୋଗ କରିଥିଲେ । ଦଳ ବଦଳ କରିଥିବାରୁ ସେ ଉଭୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅନ୍ୟ ଦଳର ମୁଖ୍ୟ ସଚେତକ ଅଭିଯୋଗ କଲେ ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି ।
Related Stories
November 24, 2024
November 24, 2024