ଭୁବନେଶ୍ୱର/ସାଲେପୁର – ନିଆଁ ଲାଗି ଜଳିଯାଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି । ଏଭଳି ଅଘଟଣ ଘଟିଛି ସାଲେପୁର ବ୍ଳକ୍ ପୁରୁଷୋତ୍ତମପୁର ଗାଁରେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।