
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କମ୍ବ୍ଯାଟ ଚାମ୍ପିଅନ୍ ସିପ୍ ର୍ ଦିତୀୟ ଦିନ ର୍ ଶୁଭ ଉଦ୍ଘାଟନ ପୁର ସରଧା ବାଲି ରେ ହୋଇଯାଇଛି | ଏହାର ଉଦଘାଟନ ପର୍ବ ରେ ସିସିଓ ର୍ ଚେୟାର ମେନ ଜୟନ୍ତ ଷଡଙ୍ଗୀ, ସିଏଫ୍ଆଇ ର୍ ସଭାପତି ପ୍ରବିଣ ସିଂ, ସମ୍ପାଦକ ସଞ୍ଜୟ ରାଏ ଏବଂ ମୁଖ୍ୟ ଅତିଥି ଭାବେ ସମ୍ବିତ୍ ପାତ୍ର,ଜୟନ୍ତ ଷଡଙ୍ଗୀ ଇଞ୍ଜିନିୟରିଂ ସୂର୍ୟ ନାରାୟଣ ରଥ, ରାମଚନ୍ଦ୍ର ମହାପାତ୍ର, କୃଷ୍ନ ଚନ୍ଦ୍ର ସାମନ୍ତରା ଯୋଗଦେଇ ଥିଲେ | ଉପଦେଷ୍ଟା ଭାବେ ଜନାର୍ଦନ ମହାପାତ୍ର, ଲୋକନାଥ ମହାସୁଆର, ମଧୁସୂଦନ ସିଂହାରୀ, ରବିନାରାୟଣ ପ୍ରତିହାରୀ, ଜଗନ୍ନାଥ ପଢ଼ିହାରୀ,ଗୋପାଳ ଖୁଣ୍ଟିଆ, ଦୀନବନ୍ଧୁ ପୂଜାପଣ୍ଡା, ଲକ୍ଷ୍ମୀନାରାୟଣ ଦୀକ୍ଷିତ ଯୋଗ ଦେବା ସହିତ
କମ୍ବ୍ଯାଟ ଚାମ୍ପିଅନ୍ ସିପ୍ କୁସ୍ତି କିପରି ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିବ ଆମ୍ଭ ମାନଙ୍କ୍ ସହଯୋଗ ରହିଅଛି ବୋଲି ଭାବ ପ୍ରକାଶ କରିଥିଲେ |