ନୂଆଦିଲ୍ଲୀ– ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଧାରରେ ଭୋଜଶାଳା ପରିସରରେ ଏଏସଆଇ ସର୍ଭେ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଜଷ୍ଟିସ ଋଷିକେଶ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ କହିଛନ୍ତି ଯେ, ଭୋଜଶାଳାରେ କୌଣସି ପ୍ରକାର ଖୋଦେଇ କରାଯିବନାହିଁ । କୋର୍ଟ କହିଛନ୍ତି ଯେ, ଏଏସଆଇର ସର୍ଭେ ପରେ ସୁପ୍ରିମକୋର୍ଟଙ୍କ ଅନୁମତି ବିନା କୌଣସି କାର୍ଯ୍ୟାନୁଷ୍ଠାନ କରାଯିବନାହିଁ । ସୁପ୍ରିମକୋର୍ଟରେ ମୌଲାନା କମାଲୁଦ୍ଦିନ ୱେଲଫେୟାର ସୋସାଇଟି ପିଟିସନ ଦାୟର କରିଥିଲା ।
Related Stories
November 21, 2024