ଭୁବନେଶ୍ୱର, ଦୋଳ ଜମାଣରେ ହଣାକଟା । ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । .ଯୁବକଙ୍କୁ ଆହତ ଅବସ୍ଥାରେ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଚାରିମାଣିଆରେ ଘଟିଛି ଏଭଳି ଘଟଣା । ଗତକାଲି ଦୋଳ ପ୍ରସୋସନ ସମୟରେ ଡିଜେକୁ ନେଇ ଗଣ୍ଡଗୋଳ ହୋଇଥିଲା ।
Related Stories
November 24, 2024
November 24, 2024