ଭୁବନେଶ୍ୱର– ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଭଦ୍ରକ ଲୋକସଭା କ୍ଷେତ୍ରରେ ନୂତନ ଲୋକସଭା କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଉଦଘାଟନ ଅବସରରେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ଏବଂ ଅନ୍ୟ ନେତୃବୃନ୍ଦଙ୍କ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସ୍ଥାୟୀ ଭାବେ ଏହି କାର୍ଯ୍ୟାଳୟ ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ସହଯୋଗ କରିବ ବୋଲି ସେ କହିଛନ୍ତି ।
Related Stories
November 25, 2024