ଭୁବନେଶ୍ୱର– ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲରେ କର୍ମଚାରୀ ମୁତୟନ ହେବେ । ୫ଟି ସ୍ଥାନରେ ଲାଇଫ ଗାର୍ଡ, ଜ୍ୟାକେଟ, ରବର ବୋଟ ଆଦି ରହିବ । କୁଆଖାଇ, ଦୟା ନଦୀ ଓ ପୁରୀ କେନାଲ ଆଦିରେ ମୁତୟନ ହେବେ ବୋଲି ସୂଚନା ମିଳିଛି । ପ୍ରତି ତୁଠରେ ୬ ଜଣ ରେସକ୍ୟୁ ଟିମ୍ ରଖିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ନିଶାସକ୍ତ ଅବସ୍ଥାରେ ପାଣିକୁ ଯିବା ମନା ଓ ଚୋରା ବାଲି ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Related Stories
November 25, 2024