କୋଲକାତା– ଦିଲ୍ଲୀର ଅବକାରୀ ନୀତି ଭ୍ରଷ୍ଟାଚାର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ପରେ ଏବେ ଭାଜପା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଚେତାବନୀ ଦେଇଛି । ପ୍ରଦେଶ ଭାଜପା ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି ଯେ, ଏବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନମ୍ବର ଆସିବାକୁ ଯାଉଛି ।
Related Stories
November 21, 2024