ନୂଆଦିଲ୍ଲୀ, ଆମେରିକାର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ଏହି ଅବସରରେ ପାର୍ଟିର ସାଧାରଣ ସଚିବ ତରୁଣ ଚୁଘ ଏବଂ ବିନୋଦ ତାୱେଡେ ଉପସ୍ଥିତ ଥିଲେ।