ସୁବର୍ଣ୍ଣପୁର ,ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ସହର ର ସାରା ଫ୍ଲାଗ ମାର୍ଚ୍ଚ କରାଯାଇଥିଲl l ସହର ରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସଧାରଣ ଜନତା ଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏବଂ ଜିଲ୍ଲା ରେ ଅନୁଷ୍ଟିତ ହେବାକୁ ଥିବା ଆଗାମୀ ଲୋକ ସଭା ଓ ବିଧାନ ସଭା ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭବେ ପରିଚାଳନା ନିମନ୍ତେ ଆଜି ସୁବର୍ଣ୍ଣପୁର ଏସପି ୟଶ ପ୍ରତାପ ଶ୍ରୀମlଲ ଙ୍କ ନିର୍ଦେଶ ରେ ସହର ରେ ୫ ପ୍ଲାଟୁନ ପୋଲିସ୍ ଫୋର୍ସ କୁ ନେଇ ଏଇ ଫ୍ଲାଗ ମାର୍ଚ୍ଚ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇ ଥିଲା l ଡିଏସପି ପ୍ରତାପ ରଣା ଓ ଚନ୍ଦ୍ର ଶେଖର ଶବର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧlନ ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରା ଯାଇଥିବା ବେଳେ ସଦର ଥାନା ଭlରପ୍ରାପ୍ତ ଅଧିକାରୀ ଲୋକ ନାଥ ସାହୁ ସହଯୋଗ କରିଥିଲେ l
Related Stories
November 21, 2024
November 21, 2024