ଭୁବନେଶ୍ୱର, ରାଜ୍ୟରେ ମେଂଟ ନେଇ କୌଣସି ପ୍ରକାର ଦ୍ୱନ୍ଦ ନାହିଁ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ । ପାର୍ଟି କାର୍ଯ୍ୟାଳୟ ଠାରେ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ ଉପରେ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ଜୁଏଲ ଓରାମ ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରାର୍ଥୀ ମାନଙ୍କର ସମ୍ଭାବିତ ତାଲିକା କେନ୍ଦ୍ରକୁ ପଠାଯାଇଛି। ଯାହା କେନ୍ଦ୍ର ନିଷ୍ପତ୍ତି ନେବ ସେହି ଅନୁସାରେ ହେବ ।
Related Stories
November 21, 2024
November 21, 2024