ପୁରୀ– ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇଛି । ୭.୮୦ ପ୍ରତିଶତ ସୁଧ ହାରରେ ୩୬ କୋଟି ୩ ଲକ୍ଷ ଟଙ୍କା ଜମା ନେଇଛି କାନାରା ବ୍ୟାଙ୍କ । ସେହିପରି ୩ କୋଟି ୧୮ ଲକ୍ଷକୁ ୭.୫୫ ପ୍ରତିଶତ ସୁଧ ହାରରେ ଜମା ନେଇଛି ବ୍ୟାଙ୍କ ଅଫ ବରୋଦା ।
Related Stories
November 21, 2024
November 21, 2024