
ରାୟପୁର, ଲୋକସଭା ନିର୍ବାଚନ ପୂର୍ବରୁ ଛତିସଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମସ୍ୟା ବଢିଛି । ମହାଦେବ ସଟ୍ଟା ଆର ମାମଲାରେ ଆର୍ଥିକ ଅପରାଧ ଶାଖା ଏସିବି ପ୍ରବର୍ତନ ନିର୍ଦେଶାଳୟକ ଅଭିଯୋଗ କ୍ରମେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ. ଆପର ପ୍ରମୋଟର ସୌରଭ ଚନ୍ଦ୍ରାକର, ରବି ଉପଲ ସମେତ ଅନେକ ଅଜ୍ଞାତ ପୋଲିସ ଅଫିସର ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।