ଭୁବନେଶ୍ୱର– ବିଜେଡି ଦେବଗଡ ଜିଲ୍ଲା କମିଟି ପୁନର୍ଗଠିତ ହୋଇଛି । ଦେବଗଡ ଜିଲ୍ଲା ବିଜେଡିରେ ୭ ଜଣ ଉପଦେଷ୍ଟା, ୮ ଉପସଭାପତି , ୧୬ ଜଣ ସାଧାରଣ ସମ୍ପାଦକ ଓ ୧୩ ଜଣଙ୍କୁ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ଦଳୀୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।
Related Stories
November 21, 2024
November 21, 2024