ଭୁବନେଶ୍ୱର/ବାଲେଶ୍ବର – ବାଲେଶ୍ବର ରେମୁଣା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ତିନି ମନ୍ଦିରରୁ ଚୋରୀ ହୋଇଥିବା ଜଣା ପଡିଛି । ମନ୍ଦିର ଚାବି ଭାଙ୍ଗି ଦୁର୍ବୁତ୍ତ ମାନେ ଠାକୁରଙ୍କ ସୁନା ଅଳଙ୍କାର ଚୋରି କରିଛନ୍ତି। କଣ୍ଟାବଣିଆ ଗ୍ରାମର ଶିବ ମନ୍ଦିର, ବାଲିପାଳ ଗ୍ରାମର ମଙ୍ଗଳା ମନ୍ଦିର ଜୁନୁଦା ଗ୍ରାମର ମଙ୍ଗଳା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
Related Stories
November 21, 2024
November 21, 2024