ଭୁବନେଶ୍ୱର,ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଦୃଢତାର ସହ ଲଢିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମର ।
ଭୁବନେଶ୍ୱରରେ ପହଂଚିବା ପରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି । ନିର୍ବାଚନ କମିଟି ବୈଠକରେ ସବୁ ସିଟ୍ ନେଇ ଆଲୋଚନା ହେବ । ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ । ଆମେ ଲୋକସଭା ଓ ବିଧାନସଭାରେ ଦୃଢ଼ତାର ସହ ଲଢ଼ିବୁ।