ଭୁବନେଶ୍ୱର /ନରସିଂହପୁର, ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂହ ଠାରେ ନରସିଂହପୁର ଅବକାରୀ ବିଭାଗର ଚଢ଼ାଉ ରେ ଜଣଙ୍କୁ ଗିରଫ ସହ ଅଭିଯୁକ୍ତ ଙ୍କ ଠାରୁ ମୋଟ ୧୬.୫୫୦ କେଜି ଗଞ୍ଜେଇ ଜବତ କରାଯାଇଛି।