ବଲାଙ୍ଗିର ,ଟିଟିଲାଗଡ଼ ଉପକାରାଗାର ରୁ ଜେଲର 18 ଫୁଟ ପାଚେରି ଲଙ୍ଘନ କରି ଦୁଇଜଣ ହତ୍ୟା ମାମଲା ବନ୍ଦୀ ଫେରାର ମାରିଥିବା ବେଲେ ଏମାନଙ୍କୁ ପୋଲିସ ଖୋଜା ଖୋଜି କରୁଥିବା ଖବର ହସ୍ତଗତ ହୋଇଛି I ଗତକାଲି ରାତିରୁ ଦୁଇ କଏଦୀ ଜେଲରୁ ସୁରକ୍ଷା ବ୍ୟବସ୍ତା ସ୍ବଭାବନ ରଣା ଓ ଅନ୍ୟ ଜଣକ ସୁମିତ କୁମାର ବିହାରି ଗତକାଲି ରାତି 8 ରେ ଉପସ୍ଥାନ ନେଲା ବେଳେ ସେମାନେ ଅନୁପସ୍ଥିତ ଥିବା ଜଣା ପଡିଥିଲା I ଦୁଇଜଣ ଯାକ ସଜା ଭୋଗ କରୁଥିବା କଏଦୀ ଥିଲେ I ଆଜି ସକାଳୁ ଘଟଣା ପ୍ରଘଟ ହେଲାପାରେ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର ନେତୃତ୍ୱ ରେ ସ୍ଵତନ୍ତ୍ର ଟିମ୍ ଗଠନ କରି ଏହି ଦୁଇଜଣଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଥିବା ଜଣାପଡ଼ିଛି I ଗତ କାଲିଠାରୁ ଟିଟିଲାଗଡ଼ ଜେଲର ଛୁଟୀ ରେ ଥିଲାବେଳେ ଉପ ଜେଲର ଘଟଣା କୁ ସ୍ୱୀକାର କରିଛନ୍ତି I
Related Stories
November 24, 2024
November 24, 2024