ଭୁବନେଶ୍ୱର – ଲଳିତ ମୋହନ ପଟ୍ଟନାୟକ ଓଡ଼ିଶା ନାଗରିକ ସମାଜର ୫ମ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ପଟ୍ଟନାୟକ ନାଲ୍କୋରେ କାର୍ଯ୍ୟରତ ଥିଲାବେଳେ ୨୦୦୨-୦୩ ମସିହାରେ ଏହାର ବିକ୍ରି ବିରୋଧରେ ସାରା ଓଡ଼ିଶାରେ ଜନମତ ସୃଷ୍ଟି କରି ସଫଳ ହୋଇପାରିଥିଲେ । ଓଡ଼ିଶାରେ ନାଇଜର ଏବଂ ଆଇ.ଆଇ.ଟି ସ୍ଥାପନ ପାଇଁ ଆନେ୍ଦାଳନକୁ ଯଥାକ୍ରମେ ୨୦୦୫ ଏବଂ ୨୦୦୭ ମସିହାରେ ଦିଲ୍ଲୀ ଦରବାରରେ ପହଂଚାଇ ପାରିଥିଲେ ।
Related Stories
November 24, 2024
November 24, 2024