
ଭୁବନେଶ୍ୱର, ମୋକିମ ଙ୍କ ବିଧାୟକ ପଦ ଅସିଦ୍ଧ ନେଇ ହାଇକୋର୍ଟ ରାୟ ପରେ ସ୍ପଷ୍ଟ ହେଲା ମହମ୍ମଦ ମୋକିମ କେବେ ବିଧାୟକ ନଥିଲେ । ରାୟ ପରେ ଆବେଦନକାରୀ ଦେବାଶିଷ ସାମନ୍ତରାୟ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ , ବାରବାଟୀ-କଟକ ଆସନରୁ ସେ କେବେ ନିର୍ବାଚିତ ହୋଇନାହାନ୍ତି । ମୋକିମଙ୍କୁ ଆଉ ପୂର୍ବତନ ବିଧାୟକ ବୋଲି କୁହାଯାଇପାରିବନି ।