
ଭୁବନେଶ୍ୱର, ଶକ୍ତିଶାଳୀ, ଶ୍ରେଷ୍ଠ ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ବିଜେପି ଆର୍ôଥକ ସହଯୋଗ ପ୍ରଦାନ କରିବାକୁ ଅପିଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତର ସଂକଳ୍ପକୁ ସୁଦୃଢ କରି ତଥା ଦେଶକୁ ବିକାଶ ଯାତ୍ରାକୁ ଅନବରତ ବଜାୟ ରଖିବାକୁ ମୁଁ ନିଜ ସହଯୋଗ ପ୍ରଦାନ କରିଛି । ଶକ୍ତିଶାଳୀ, ଶ୍ରେଷ୍ଠ ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ବିଜେପି ଆପଣ ମାନେ ମଧ୍ୟ ନମୋ ଆପ ଜରିଆରେ ସହଯୋଗ କରନ୍ତୁ ।