
ଭୁବନେଶ୍ୱର/ସୁବର୍ଣ୍ଣପୁର, ମନ୍ଦିରର କବାଟ ଭାଙ୍ଗି ଲୁଟି ନେଲେ ସୁନାଗହଣା । ସୁବର୍ଣ୍ଣପୁର ସୁବଳୟା ଥାନା ବରଘାଟ ଗ୍ରାମର ମାହେଶ୍ୱରୀ ମନ୍ଦିର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଦୃର୍ବୁତ୍ତ । ଏନେଇ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।