ଭୁବନେଶ୍ୱର, ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ କରାଯିବା ପରେ ଆଜି ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଓ ଅନ୍ୟ ବିଜେଡି ନେତା ମାନେ ଭଦ୍ରକୱ ସ୍ଥିତ ତାଙ୍କର ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ ଆଲୋଚନା କରିଛନ୍ତି ।
ତାଙ୍କ ସହ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ଭଦ୍ରକ ନୂଆବଜାର ସ୍ଥିତ ଘରେ ଏକାଠି ଆଲୋଚନା କରିଥିବା ଜଣା ପଡିଛି।