ଭୁବନେଶ୍ୱର– ନୂଆ- ଓ ଯୋଜନାରେ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତି ମିଳିବ । ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଥିବା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଙ୍ଗଳବାର ସୂଚନା ଦେଇଛନ୍ତି । ଯାଜପୁରର ଏନସି କଲେଜ ପଡ଼ିଆରେ ଆୟୋଜିତ ନୂଆ- ଓ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ବୃତି ମିଳିବ । ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ମିଳିବ । ଛାତ୍ରଛାତ୍ରୀମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଂଟ ଖୋଲାଯିବ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଚଳିତ ବର୍ଷର ଛାତ୍ର ବୃତି ଟଙ୍କା ପିଲାମାନଙ୍କ ଆକାଉଂଟକୁ ଯିବ ।