ଭୁବନେଶ୍ୱର, ବିଶ୍ୱ ରେଡିଓର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସଂଚାରର ସବୁଠୁ ସରଳ ତଥା ଲୋକପ୍ରିୟ ମାଧ୍ୟମ ରେଡିଓ ଅଟେ । ବିଶ୍ୱ ରେଡିଓ ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା ।
Related Stories
September 19, 2024
September 19, 2024