କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶନିବାର ସକାଳ ୫ ଟା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀ ମନ୍ଦିର କାର୍ଯ୍ୟଳୟ ଓ ଶ୍ରୀମନ୍ଦିର ସମ୍ମୁଖରେ ପୃଥକ ପୃଥକ ଭାବେ ୩ ଟି ସ୍ଥାନ ରେ ବିଜେଡ଼ି ନେତା ଭି କେ ପାଣ୍ଡିଆନ ଙ୍କୁ ବିରୋଧ କରାଯାଇଥିଲା ।
ବିରୋଧର ମୁଖ୍ୟ କାରଣ ହେଉଛି ବଡ଼ଦାଣ୍ଡ ରୁ ଉଚ୍ଛେଦ ହୋଇଥିବା ସମସ୍ତ ଉଠା ଦୋକାନୀ ଭାଇ ମାନଙ୍କୁ ବଡ଼ ଦାଣ୍ଡରେ ଭେଣ୍ଡିଂ ଜୋନ କରି ବସାଇବା। ସୌନ୍ଦର୍ଯ୍ୟ କରଣ ନାମରେ ଐତିହ ସମ୍ପନ୍ନ ମଠ ମନ୍ଦିର କୁ ମାଟିରେ ମିଶାଇବା ଓ
ମହାପ୍ରଭୁ ଶ୍ରଜଗନ୍ନାଥ ଓ ଶ୍ରୀ ମହାପ୍ରସାଦ ଙ୍କୁ କିଏ ନ ଜାଣେ କିନ୍ତୁ ଜଣେ ଗୋ ମାଂସ ଭକ୍ଷଣ ଓ ପ୍ରଚାର ପ୍ରସାର କାରି ୟୁଟ୍ୟୁବର କାମିୟା ଜାନିଙ୍କୁ ଶ୍ରୀମନ୍ଦିର ପ୍ରଚାର ପ୍ରସାର ନାମରେ ମନ୍ଦିର ଭିତରକୁ ନେଇ ପାଣ୍ଡିଆନ ସମଗ୍ର ବିଶ୍ଵରେ ଜଗନ୍ନାଥ ପ୍ରେମୀ ଙ୍କୁ ଯେଉ ଆଘାତ ଦେଉଛନ୍ତି।ଏହାକୁ ବିରୋଧ କରି କଳାପତାକା ଦେଖାଇବା ସହ ପଣ୍ଡିଆନ ଗୋ ବ୍ୟକ୍ ର ନାର ଦେଇ କଂଗ୍ରେସ୍ ନେତା ସୁଜିତ୍ ମହାପାତ୍ର, ଜିଲ୍ଲା ମୁଖପାତ୍ର ସ୍ଵାଧୀନ ପଣ୍ଡା, ନଗର ସଭାପତି (ଖ) ଅମରେନ୍ଦ୍ର ପାଇକରାୟ, ଜିଲ୍ଲା ସମ୍ପାଦକ ରଜତ ସାହୁ, ଚେତନ ମିଶ୍ର, ଆଦର୍ଶ ମିଶ୍ର, ମନୋଜ ବେହେରା ଆଦି ତାଳ ବଣିଆ ଥାନା ରେ ସକାଳ ୫.୩୦ ସମୟରୁ ଦିନ ୧ ଟା ପର୍ଯ୍ୟନ୍ତ ଅଟକ ଥିଲେ।
Related Stories
November 22, 2024