ଭୁବନେଶ୍ୱର– ବଦଳିଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ। ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦେଶକ । ଅହମଦାବାଦ ପାଣିପାଗ ବିଭାଗର ନିର୍ଦେଶକ ଅଛନ୍ତି ମନୋରମା ମହାନ୍ତି । ଏଚଆର୍ ବିଶ୍ୱାସଙ୍କୁ କୋଲକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି ।